କି କଥା ବୋଇଲେ?

କି କଥା ବୋଇଲେ?

ପାଖେଇ ଆଇଲା ନିର୍ବାଚନ ବେଳା
ନେତାଏ ଦେଖେଇ ରଙ୍ଗ
ମୁଣ୍ଡରେ ବସେଇ ଜନତାଙ୍କୁ କହି
ନାନା କଥା ପ୍ରାୟେ ଢଙ୍ଗ...
ବୋଲିବେ ତମେ ତ ସାଙ୍ଗ...
ଇଲେକ୍ସନ ଗଲେ ଗୋଡେଇବେ ଖାଲି
ଦେଖେଇ ଆପଣା ଶିଙ୍ଗ...