କି କଥା ବୋଇଲେ?

କି କଥା ବୋଇଲେ?

ଥାକେ ଥୋକେ କରି ଘୋଷଣା ପେଇଁକି
ବହୁ ନେତା ମନ ଦୁଃଖ
ବଳକା ରହିଲା ଆଉ ଯୋ ଆସନ
ସେଇ ଠେଇଁ ସକସକ...
ନ ଭେଦିଲା ଯଦି ନାଖ...
ଫସର ଫାଟିବ ସବୁ କସରତ
ଫିଉଜୁ ଉଡିବ ହୁକ...