ଟ୍ରେନରେ କଟି ଯୁବକ ମୃତ

ଟ୍ରେନରେ କଟି ଯୁବକ ମୃତ


 ଦାନଗଦୀ :ସୁକିନ୍ଦା ରୋଡ ଷ୍ଟେସନ ଓ ବାଘୁଆପାଳ ଷ୍ଟେସନ ମଝିରେ ଥିବା ଡଙ୍କାଗାଡ଼ିଆ ରେଳ ଧାରଣା ନିକଟରେ ଟ୍ରେନରେ କଟି ଜଣେ ଯୁବକଙ୍କ ମୃତୁ୍ୟ ଘଟିଛି ।

 ତେବେ ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ ।