କି କଥା ବୋଇଲେ?

କି କଥା ବୋଇଲେ?

ଗେରୁଆ ସହିତ ସମ୍ପର୍କ ତୁଟେଇ
·ଲିଗଲେ ନେଖା ଅପା
ରାଜନୀତି ରଙ୍ଗ ସବୁଜ ଦୁଶିଲା
ଫୁଲଟା ଲାଗିଲା ଚୋପା...
ଅପା ଅପା ଅପା ଅପା...
ଯାହାକୁ ଗର୍ଜନ କରି ଶୋଧୁଥଲ
ତାକୁ କଲ କିହେ ଠପା...