ଜଳିଗଲା ବସ୍

ଜଳିଗଲା ବସ୍


ଦାନଗଦୀ:ଗତକାଲି ବିଳମ୍ବିତ ରାତ୍ରୀରେ ଦାନଗଦୀ ବଜାର ପାଖ ସିଙ୍ଗା ଗାଡ଼ିଆ ଛକରେ ଠିଆ ହୋଇଥିବା ଏକ ଘରୋଇ ବସରେ ହଟାତ ନିଆଁ ଲାଗି ଜଳିଯାଇଥିଲା । ଏତେ ରାତିରେ ଦୋକାନୀ ପୁଲିସକୁ ଅବଗତ କଲା ପରେ ଦମକଳ ଗାଡି ଆସିଲା ବେଳକୁ ବସଟିର ୯୦ ପ୍ରତିଶତ ଜଳି ଯାଇଥିଲା । ବସଟି ସିଙ୍ଗା ଗାଡ଼ିଆ ଗାଁର ହୋଇଥିବା ବେଳେ କିପରି ଏବଂ କାହିଁକି ନିଆଁ ଲାଗିଲା ତାର କାରଣ ଅସ୍ପଷ୍ଟ ରହିଛି । ବସଟି ଏକ କମ୍ପାନୀରେ ଲାଗିଥିଲା ।