କି କଥା ବୋଇଲେ?
ଭିତରେ ଭିତରେ କୁହୁଳି କୁହୁଳି
ନେତା ଓ ନେତିରି କେତେ
ଜଳୁଛନ୍ତି ଖାଲି ଟିକଟ ନପାଇ
ଚବିଶି ପାଇଁକି ସତେ...
ଅସମ୍ଭାଳ ଏବେ ଯେତେ...
ସୁଅ ଖୋଜୁଛନ୍ତି ଅଣ୍ଡାଳି, ଦରାଣ୍ଡି
ଦଳଡିଆଁ ମହା ଯାତେ...
Join our subscribers list to get the latest news, updates and special offers directly in your inbox
ଭିତରେ ଭିତରେ କୁହୁଳି କୁହୁଳି
ନେତା ଓ ନେତିରି କେତେ
ଜଳୁଛନ୍ତି ଖାଲି ଟିକଟ ନପାଇ
ଚବିଶି ପାଇଁକି ସତେ...
ଅସମ୍ଭାଳ ଏବେ ଯେତେ...
ସୁଅ ଖୋଜୁଛନ୍ତି ଅଣ୍ଡାଳି, ଦରାଣ୍ଡି
ଦଳଡିଆଁ ମହା ଯାତେ...
Jitendra Sahu Apr 22, 2024 5870
Rasmita Behera Apr 10, 2024 5793
Rasmita Behera May 6, 2024 5756
Rasmita Behera Apr 28, 2024 5695
Rasmita Behera Apr 11, 2024 5436
Total Vote: 7
ହଁTotal Vote: 25
ହଁ