ଟ୍ରାକ୍ଟର ଓ ଜେସିବି ଜବତ
ଛତ୍ରପୁର : ବେଆଇନ ମୋରମ ଚୋରା ·ଲାଣ ବେଳେ ଦୁଇ ଟ୍ରାକ୍ଟର ଓ ଗୋଟେ ଜେସିବି ଜବତ କଲା ମାଇନିଂ ବିଭାଗ । ଗତକାଲି ବିଳମ୍ବିତ ରାତ୍ରରେ ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ପାହାଡ଼ରୁ ବେଆଇନ ମୋରମ ·ଲାଣ ହେଉଥିବା ବେଳେ ଖବର ପାଇ ମାଇନିଂ ବିଭାଗ ଚଢ଼ାଉ କରିଥିଲା । ସୂଚନା ଥାଉ କି ଦୀର୍ଘ ଦିନ ଧରି ସୁନ୍ଦରପୁର ପାହାଡ଼ରୁ ବେଆଇନ ମୋରମ ·ଲାଣ ହେଉଥିବା ଅଭିଯୋଗ ହୋଇଆସୁଥିଲା । ତେବେ ଗତକାଲି ବିଳମ୍ବିତ ରାତିରେ ବେଆଇନ ମୋରମ ·ଲାଣ ହେଉଥିବା ଖବର ପାଇ ମାଇନିଂ ବିଭାଗ ଚଢ଼ାଉ କରିଥିଲା । ପରେ ଛତ୍ରପୁର ଥାନାରେ ଜିମା ଦିଆଯାଇଥିଲା ।