ଲଢିବେନି ସୌମ୍ୟରଞ୍ଜନ

ଲଢିବେନି ସୌମ୍ୟରଞ୍ଜନ

ଭୁବନେଶ୍ୱର : ଚବିଶରେ ନିର୍ବାଚନ ଲଢ଼ିବେ ନାହିଁ ସୌମ୍ୟରଞ୍ଜନ ପଟ୍ଟନାୟକ  । ଘସିପୁରାରୁ ବିଜେପି ପ୍ରାର୍ଥୀ ଘୋଷଣା ପରେ ଏହା ସ୍ପଷ୍ଟ ହୋଇଛି  ।
ସୂଚନାଯୋଗ୍ୟଯେ, ଆଜି ୬ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି  । ଭଣ୍ଡାରୀପୋଖରୀ : ସୁଧାଂଶୁ ନାୟକ, ଭୋଗରାଇ : ଆଶିଷ ପାତ୍ର, ଭଣ୍ଡାରିପୋଖରୀ : ସୁଧାଂଶୁ ନାୟକ, ବରି : ଉମେଶ ଚନ୍ଦ୍ର ଜେନା, ବାରବାଟୀ-କଟକ : ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବେଗୁନିଆ : ପ୍ରକାଶ ରଣବିଜୁଳି ଓ ଘସିପୁରା : ଶମ୍ଭୁନାଥ ରାଉତ  ।